ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ

Published By : Prameya-News7 Bureau | August 25, 2018 IST

ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ । ରମ୍ଭା ନିକଟ ଜାତୀୟ ରାଜଫଥର ଗଣ୍ଡାପୁଲି ଠାରେ ଦୁର୍ଘଟଣା । କାର୍-ବାଇକ୍ ଧକ୍କାରେ ୨ ଜଣ ମୃତ୍ୟୁ । ମୃତକ ଦୁଇଜଣ ହେଉଛନ୍ତି ଭାଗିରଥୀ ଜେନା ଓ ନୀଳକଣ୍ଠ ମହାପାତ୍ର । ଉଭୟ ଶିକ୍ଷକ ବୋଲି ଜଣାପଡ଼ିଛି । ଭାଗରଥୀ ଙ୍କ ଘର ଗଞ୍ଜାମର ବେଗୁନିଆ ପଡ଼ା ଅନ୍ତର୍ଗତ ମର୍ଦ୍ଦକୋଟ ଗାଆଁରେ । ନୀଳକଣ୍ଠଙ୍କ ଘର ପୁରୀ କୃର୍ଷ୍ଣପ୍ରସାଦ ଅନ୍ତର୍ଗତ ଅଲଣ୍ଡା ଗାଁରେ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.