ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ

25/08/2018 at 2:46 PM

ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ । ରମ୍ଭା ନିକଟ ଜାତୀୟ ରାଜଫଥର ଗଣ୍ଡାପୁଲି ଠାରେ ଦୁର୍ଘଟଣା । କାର୍-ବାଇକ୍ ଧକ୍କାରେ ୨ ଜଣ ମୃତ୍ୟୁ । ମୃତକ ଦୁଇଜଣ ହେଉଛନ୍ତି ଭାଗିରଥୀ ଜେନା ଓ ନୀଳକଣ୍ଠ ମହାପାତ୍ର । ଉଭୟ ଶିକ୍ଷକ ବୋଲି ଜଣାପଡ଼ିଛି ।
ଭାଗରଥୀ ଙ୍କ ଘର ଗଞ୍ଜାମର ବେଗୁନିଆ ପଡ଼ା ଅନ୍ତର୍ଗତ ମର୍ଦ୍ଦକୋଟ ଗାଆଁରେ । ନୀଳକଣ୍ଠଙ୍କ ଘର ପୁରୀ କୃର୍ଷ୍ଣପ୍ରସାଦ ଅନ୍ତର୍ଗତ ଅଲଣ୍ଡା ଗାଁରେ ବୋଲି ଜଣାପଡ଼ିଛି।

   Related Posts