Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଧୁର ଭଣ୍ଡାରକରଙ୍କ କ୍ୟାଲେଣ୍ଡର ଗାର୍ଲରେ ନଜର ଆସିଛନ୍ତି ଏହି ହଟ୍ ଏକ୍ସ ମିସ୍ ଇଣ୍ଡିଆ : ସୋଶିଆଲ ମିଡିଆରେ ଫଟୋ ଭାଇରାଲ

18/04/2019 at 2:38 PM

ମୁମ୍ବାଇ ୧୮/୪: ବଲିଉଡ ଅଭିନେତ୍ରୀ ରୁହି ସିଂହ ଅଧିକାଂଶ ସମୟରେ ନିଜ ହଟ୍ ଫଟୋ ପାଇଁ ଚର୍ଚ୍ଚାରେ ରହି ଥାଆନ୍ତି। ନିକଟରେ ରୁହିଙ୍କ କେତେକ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ରୁହି ବିକିନି ପିନ୍ଧିଥିବା ଦେଖିବାକୁ ମିଳିଛି।

ଫ୍ୟାନ ତାଙ୍କ ଫଟୋକୁ ଖୁବ୍ ପସନ୍ଦ କରୁଛନ୍ତି। ରୁହି ୨୦୧୫ମସିହାରେ ମଧୁର ଭଣ୍ଡାରକରଙ୍କ ‘କ୍ୟାଲେଣ୍ଡର ଗାର୍ଲ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

 ରୁହି ଜଣେ ମଡେଏ୍ ଏବଂ ଅଭିନେତ୍ରୀ ହେବା ସହ ପୂର୍ବତନ ମିସ୍ ଇଣ୍ଡିଆ ମଧ୍ୟ । ରୁହିଙ୍କ ଜନ୍ମ ରାଜସ୍ଥାନର ଯୋଧପୁରରେ ହୋଇଥିଲା।

ତାଙ୍କ ସୋଶିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ବୋଲ୍ଡ ଫଟୋ ଭରି ରହିଛି। ସୋଶିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ୍ ଅଛନ୍ତି।  

   Related Posts