ମହା କବି ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

Published By : Prameya-News7 Bureau | September 02, 2018 IST

ମହା କବି ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ । କଟକ ଗଡଗଡିଆ ମନ୍ଦିର ନିକଟରେ ସଚ୍ଚି ରାଉତରାୟଙ୍କ ବ୍ରେ।ଞ୍ଜ ପ୍ରତିମୂର୍ତ୍ତି ଉନ୍ମେ।ଚିତ ହେ।ଇଛି । ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧୧ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ଭାଷା ସାହିତ୍ୟକୁ ବଞ୍ଚାଇବାରେ ସଚ୍ଚି ରାଉତରାୟଙ୍କ ର ବେଶ୍ ଅବାଦନ ଥିଲା ବୋଲି କହିଛନ୍ତି ମନ୍ତ୍ରୀ । ଆଗମୀ ଦିନରେ କଟକରେ ଆହୁରି ଅନେକ ବର ପୂତ୍ରଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.