Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ରାଜଧାନୀର ଏହି ୨୯ ଟି ସ୍ଥାନରେ ହେଉଛି ପଲ୍ୟୁସନ୍ ଟେଷ୍ଟିଂ, ଦେଖନ୍ତୁ ତାଲିକା

6/09/2019 at 11:04 PM

ଭୁବନେଶ୍ୱର ୬।୯: ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବାପରେ ଲୋକଙ୍କ ଭିତରେ ଛନକା ପଶିଛି । ଚାରିଆଡେ ବ୍ଲକିଂ ଏବଂ ଚେକିଂ ଦେଖି କିଏ କେତେବେଳେ ଫାଇନର ଶିକାର ହେବ ସେଥିଲାଗି ସାଧାରଣ ଲୋକ ଭୟଭୀତ ହୋଇପଡିଛନ୍ତି।ତେବେ ଲୋକଙ୍କର ଏହି ସମସ୍ୟାକୁ କିଛି ମାତ୍ରାରେ କୋହଳ କରିଛି ପ୍ରଶାସନ। । ପଲ୍ୟୁସନ ଚେକିଂକୁ ମାସେ କୋହଳ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପରିବହନ ବିଭାଗ ସଚିବ ଜି. ଶ୍ରୀନିବାସନ । ଏହା ସହ ନୂଆ ନିଷ୍ପତ୍ତି ଅନୁସାରେ ଆଉ ଏକାଧିକ ପ୍ରକାର ଫାଇନ୍ ମଧ୍ୟ ଲାଗିବନି । ଏଣିକି କେବଳ ସିରିୟସ ଅଫେନ୍ସରେ ଫାଇନ୍  ଲାଗୁହେବ ।

ପଲ୍ୟୁସନ୍ ଚେକିଂକୁ ପରିବହନ ବିଭାଗ ମାସେ କୋହଳ କରିବା ପରେ ସାଧାରଣ ଜନତାଙ୍କୁ ଏଥିରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ ଏହି ମାସେ ପରେ ଚାଳକଙ୍କୁ ପଲ୍ୟୁସନ୍ ସାର୍ଟିଫିକେଟ୍ ଦେଖାଇବାକୁ ପଡିପାରେ । ତେବେ କେଉଁଠି ଏହି ସାର୍ଟିଫିକେଟ୍ ବାହାର କରିବେ ସେନେଇ ଚାଳକମାନେ ଚିନ୍ତାରେ ପଡିଯାଇଛନ୍ତି । ପୂର୍ବରୁ ରାଜଧାନୀରେ ଅନେକ ସ୍ଥାନରେ ପଲ୍ୟୁସନ୍ ଟେଷ୍ଟିଂ ଗାଡିଗୁଡିକ ରହୁଥିଲା । କିନ୍ତୁ ଏବେ କୌଣସି ଗୋଟିଏ ଗାଡି ଦେଖାଯାଉନାହାଁନ୍ତି । ତେବେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ଆରଟିଓ ୧ ଏକ ତାଲିକା ଜାରି କରିଛନ୍ତି । ଏହି ତାଲିକାରେ ୨୯ ଟି ସ୍ଥାନରେ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟରର ଠିକଣା ଦିଆଯାଇଛି । ଦେଖନ୍ତୁ …..

   Related Posts