Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ପରୀକ୍ଷା ଖର୍ଚ୍ଚ କମିଲା, RT-PCR ଟେଷ୍ଟ ହେଲା ଶସ୍ତା

25/08/2020 at 6:00 PM

ଭୁବନେଶ୍ବର ୨୫।୮: ଶସ୍ତା ହେଲା କୋଭିଡ୍ ପରୀକ୍ଷଣ । ଏଣିକି ୧୨ ଶହ ଟଙ୍କାରେ ହେବ RT-PCR ଟେଷ୍ଟ । ରାଜ୍ୟରେ ଘରୋଇ ସଂସ୍ଥାରେ କୋଭିଡ୍‌ ପରୀକ୍ଷଣ କରାଯିବ । ଭୁବନେଶ୍ବରର ୪ଟି ସ୍ଥାନରେ କରିହେବ ଏହି ପରୀକ୍ଷଣ ।

ଆଇଏମଏସ ଆଣ୍ଡ୍ ସମ୍ ହସ୍ପିଟାଲରେ ହୋଇପାରିବ RT-PCR ଟେଷ୍ଟ । ଏହାସହ ଆପୋଲୋ ହସ୍ପିଟାଲର ଲ୍ୟାବ୍ ସର୍ଭିସ୍ ବିଭାଗରେ ମଧ୍ୟ ଏହି ଟେଷ୍ଟ କରାଯାଇପାରିବ । InDNA ଲାଇଫ୍ ସାଇନ୍ସରେ ମଧ୍ୟ ପରୀକ୍ଷା ହୋଇପାରିବ । GenX ଡାଇଗ୍ନୋଷ୍ଟିକ୍ ରେ ମଧ୍ୟ ହେବ ଟେଷ୍ଟ । ପୂର୍ବରୁ କୋଭିଡ୍ ଟେଷ୍ଟ ପାଇଁ ୨୨ ଶହ ଟଙ୍କାର ଦେୟ ସ୍ଥିର ହୋଇଥିଲା ।

   Related Posts