ଆଜି ଝାରସୁଗୁଡାରେ ବସିବ ଆରପିଡିଏସି ବୈଠକ, ଅଢେଇ ବର୍ଷ ପରେ ବସୁଛି ବୈଠକ

Published By : Prameya-News7 Bureau | October 15, 2019 IST

ଝାରସୁଗୁଡା ୧।୧୦: ଆଜି ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ପାଇଁ ଗଠିତ ଆରପିଡିଏସି ବୈଠକ ବସିବ । ପ୍ରାୟ ଅଢେଇ ବର୍ଷ ପରେ ଏହି ବୈଠକ ବସିବ । ଜିଲ୍ଲାରେ ରହିଥିବା ଏମସିଏଲ, ଓପିଜିସି, ବେଦାନ୍ତ ଅଲୁମିନିୟମ ପ୍ଲାଣ୍ଟ୍ ସମେତ ଟିଆରଏଲ କ୍ରୋସକି, ଏସଏମସି, ଅଲ୍ଟ୍ରାଟେକ୍ ସିମେଣ୍ଟ କାରଖାନାର ପାରିପାର୍ଶିକ ଉନ୍ନୟନ ସହ ରହିଥିବା ବିସ୍ଥାପନ ଓ ଥଇଥାନ ସଂପର୍କରେ ଅଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.