Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

୬ଟି ନୂଆ ରଂଗରେ ଲଂଚ ହେଲା ସବୁଠୁ ସସ୍ଥା ବୁଲେଟ୍‌, ଜାଣନ୍ତୁ ଦାମ

11/08/2019 at 4:46 PM

ପ୍ରାୟତଃ ଭାରତୀୟ ଲୋକେ ବାଇକ୍‌ଠୁ ଅଧିକ ବୁଲେଟ ପସନ୍ଦ କରନ୍ତି। ଅଧିକାଂଶ ଯୁବକ ବୁଲେଟ ଚଲାଇବାକୁ ଭଲ ପାଆନ୍ତି। ହେଲେ ବୁଲେଟର ଦାମ ଅଧିକ ଥିବାରୁ ସମସ୍ତଙ୍କ ବଜେଟ୍‌ରେ ଆସେନାହିଁ। କିନ୍ତୁ ବୁଲେଟ୍‌ ପ୍ରେମିଙ୍କ ପାଇଁ ଏକ ବଲ ଖବର।

ରୟାଲ ଏନଫିଲ୍ଡ(Royal Enfield) ନିଜର ନୂଆ ବାଇକ୍‌ ଲଂଚ କରିଛି। ଏହି ବାଇକ୍‌ ସସ୍ତା ହେବା ସହ ଏହାର ୬ଟି ନୂଆ ରଂଗ ଲଂଚ କରାଯାଇଛି।     

ଅଗଷ୍ଟ ମାସ ୯ ତାରିଖରେ ରୟାଲ ଏନଫିଲ୍ଡ କମ୍ପାନୀ ବୁଲେଟ୍‌ର ନୂଆ ଭେରିଏଣ୍ଟ ଲଂଚ କରିଛି। ବୁଲେଟର ନୂଆ ଭେରିଏଣ୍ଟର ଦାମ ହେଉଛି ୧,୧୨,୦୦୦ ଟଙ୍କା। ବୁଲେଟ୍‌ର ପୂର୍ବ ମଡେଲ ୩୫୦ ତୁଳନାରେ ଏହି ବାଇକ୍‌ର ଦାମ ୯୦୦୦ ଟଙ୍କା କମ ରହିଛି।

ରୟାଲ ଏନ୍‌ଫିଲ୍ଡ ନିଜ ନୂଆ ବାଇକ୍‌କୁ ବିଭିନ୍ନ ରଂଗ ଓ ସେଡ୍ସରେ ଲଂଚ କରିଛି। ଏହି ବାଇକ୍‌ ସିଲଭର, ନୀଳ ଓ କଳା ରଂଗରେ ମଧ୍ୟ ଉପଲବ୍ଧ ହେବ। ନୂଆ ରୟାଲ ଏନ୍‌ଫିଲ୍ଡରେ ଉଭୟ କିକ୍‌ ଷ୍ଟାର୍ଟ ଓ ଇଲେକ୍ଟ୍ରିକ୍‌ ଷ୍ଟାର୍ଟରେ ଲଂଚ କରାଯାଇଛି।

ରୟାଲ ଏନ୍‌ଫିଲ୍ଡ କମ୍ପାନୀ ଏହି ନୂଆ ବାଇକ୍‌ରେ ରଂଗ ଓ ଡିଜାଇନ୍‌ରେ ପରିବର୍ତ୍ତନ କରିଛି। ଗତ କିଛି ମାସ ହେବ ବୁଲେଟ୍‌ ବିକ୍ରି ହ୍ରାସ ପାଇଛି। ଏହି କାରଣରୁ କମ୍ପାନୀ ବାଇକ୍‌ର ମୂଲ୍ୟ କମ୍‌ କରିଛି।    

 

   Related Posts