Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ରୟାଲ ଏନଫିଲ୍ଡର ଆସିବ ଇଲେକ୍ଟ୍ରିକ ବାଇକ୍‌

30/11/2019 at 4:42 PM

ନୂଆଦିଲ୍ଲୀ – ରୟାଲ ଏନଫିଲ୍ଡ ଇଲେକ୍ଟ୍ରିକ ବାଇକ୍‌ ଲଞ୍ଚ୍‌ କରିବ । ହାରଲେ ଡେଭିଡ୍‌ସନର ଏହାର ଇଲେକ୍ଟ୍ରିକ ମୋଟର ସାଇକେଲ୍‌ ଲଞ୍ଚ୍‌ କରିବା ପରେ ଏବେ ରୟାଲ ଏନଫିଲ୍ଡ ଏହାକୁ କଡା ପ୍ରତିଦ୍ୱନ୍ଦିତା ଦେବ । ଏନ ସାକ୍ଷାତକାରରେ ରୟାଲ ଏନ୍‌ଫିଲ୍ଡ୍‌ର ସିଇଓ ଭିନୋଦ ଦସାରୀ ଏହି ସୂଚନା ଦେଇଛନ୍ତି । ଅନେକ ନୂଆ ଉତ୍ପାଦ ଲଞ୍ଚ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ରୟାଲ ଏନ୍‌ଫିଲ୍ଡର ଅନେକ ନୂଆ ଭର୍ସନ ଆସିବ ବୋଲି , ଦସାରୀ ସୂଚନା ଦେଇଛନ୍ତି ।

ଏବେ ମାନ୍ଦାବସ୍ଥାରେ ମଟର ସାଇକେଲ୍‌ ବିକ୍ରି କିଛି ମାତ୍ରାରେ କମ୍‌ ହୋଇଥିଲା । ଅବସ୍ଥାରେ ସୁଧାର ଆସିଛି । ଆସନ୍ତା କିଛି ଦିନ ମଧ୍ୟରେ ବିକ୍ରି ବୃଦ୍ଧି ପାଇବ ବୋଲି ସେ ସୂଚନା ଦେଇଛନ୍ତି ।

ଇକୋନମିକ୍‌ ଟାଇମସ୍‌କୁ ଦିସାରୀ ଦେଇଥିବା ସାକ୍ଷାତକାରରେ ଇଲେକ୍ଟ୍ରିକ ବାଇକ୍‌ ସହ ରୟାଲ ଏନ୍‌ଫିଲ୍ଡ ଅନେକ ନୂଆ ବାଇକ୍‌ ଲଞ୍ଚ କରିବ । ସାରା ବିଶ୍ୱରେ ଏହା ସାରା ବିଶ୍ୱରେ ଲଞ୍ଚ କରାଯିବ । ୟୁକେରେ ରୟାଲ ଏନ୍‌ଫିଲ୍ଡର ଥିବା ପ୍ଲାଣ୍ଟରେ ଏ ବିଷୟରେ ଗବେଷଣା କରାଯାଇଛି । ଭାରତ ବ୍ୟତୀୟ ଏବେ ଥାଇଲାଣ୍ଡରେ ରୟାଲ ଏନ୍‌ଫିଲ୍ଡ ପ୍ରଥମ ଆସମ୍ବଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ।

   Related Posts