ଶନିବାର ଓ ରବିବାର ରାଉରକେଲା ସହର ସଟଡାଉନ୍
10/07/2020 at 7:47 AM

ରାଉରକେଲା୧୦/୭: ଏଣିକି ଶନିବାର ଓ ରବିବାର ରାଉରକେଲା ସହର ସଟଡାଉନ। ଏହାସହ କଲୁଙ୍ଗା ଅଞ୍ଚଳକୁ ମଧ୍ୟ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।ଜୁଲାଇ ୩୧ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ।
Related Posts
ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
18 January 2021
କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
18 January 2021
ଲୁଚକାଳି ଖେଳୁଛି ଶୀତ : ଆଜିଠୁ ବଢିବ ତାପମାତ୍ରା, ଗୁରୁବାରରୁ ପୁଣି ଥରାଇବ
18 January 2021
ଆଜିଠୁ ଖୋଲିବ ଘଟଗାଁ ମା ତାରିଣୀଙ୍କ ମନ୍ଦିର, ଲାଗିବନି ଭୋଗ-ଦୀପ-ଧୂପ
18 January 2021