Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଇସ୍ପାତ ସହର ପାଲଟିଛି ବ୍ରାଉନ ସୁଗାର ହବ୍‌ ! ୨ ବେପାରୀଙ୍କୁ କାବୁ କଲା ପୋଲିସ

10/10/2021 at 10:45 PM

ରାଉରକେଲା ୧୦/୧୦:  ଇସ୍ପାତ ସହର ରାଉରକେଲା ଏବେ ପାଲଟିଛି ବ୍ରାଉସ ସୁଗାର ହବ୍‌। ଦିନକୁ ଦିନ ପୋଲିସ କବଜାକୁ ଆସୁଛନ୍ତି ବ୍ରାଉନ ସୁଗାର ବେପାରୀ । ଆଜି ଦୁଇ ଜଣ ଗିରଫ ହେବା ସହ ସେମାନଙ୍କ ଠାରୁ ଜବତ ହୋଇଛି ୪୮ ଗ୍ରାମ ବ୍ରାଉନ ସୁଗାର । 

ବ୍ରାଉନ ସୁଗାରର ସହର ପାଲଟିଯିବ କି ଇସ୍ପାତ ସହର ରାଉରକେଲା ? ବାଂଲାଦେଶରୁ ଚେର ଲମ୍ବିଛି ରାଉରକେଲା। ରବିବାର ଦୁଇ ବେପାରୀଙ୍କୁ ଗିରଫ ପରେ ଧୀରେ ଧୀରେ ଖୋଲୁଛି ବ୍ରାଉନ ସୁଗାର ବେପାରର ପେଡ଼ି । ରାଉରକେଲା ପ୍ଳାଣ୍ଟ ସାଇଡ୍‌ ପୋଲିସ ପାଓ୍ବାର ହାଉସ ରିଙ୍ଗ ରୋଡ଼ରୁ ଗିରଫ କରି ସେମାନଙ୍କ ଠାରୁ ୪୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଜବତ କରିଛି।  

ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଦୀପକ ଦାସ ଏବଂ ତାରିକ ଅନଓ୍ବାର । ଦୀପକର ଘର ଭୁବନେଶ୍ବର ପୋଖରୀପୁଟ ହୋଇଥିବା ବଳେ ତାରିକ ଅନଓ୍ବାର ଘର ରାଉରକେଲା ପ୍ଳାଂଟ ସାଇଡ୍‌ ଥାନା ଅଞ୍ଚଳର ପୋଲିସ କହିଛି । ଏ ଦୁହେଁ କୋଲକାତାର ହଓ୍ବଡାରୁ ବ୍ରାଉନ ସୁଗାର ଆଣି ବିକ୍ରି କରୁଥଲେ । ଜବତ ବ୍ରାଉନ ସୁଗାରର ଦାମ ପ୍ରାୟ ସାଢ଼େ ତିନି ଲକ୍ଷ ଟଙ୍କା ।

   Related Posts