Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ରାସ୍ତାରେ ପିଚୁ ପକାଇଲେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ

4/10/2019 at 1:27 PM

ରାଉରକେଲା ୪।୧୦: କେଉଁଠି ମନ୍ତ୍ରୀ ବିଦ୍ୟାଳୟରେ ପାଠ ପଢାଉଛନ୍ତି ତ ଆଉ କେଉଁଠି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ସହ ମିଶି କାମ କରୁଛନ୍ତି । ବେଶ୍ କିଛି ଦିନ ହେବ ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ରାସ୍ତା କାମରେ ନିଜେ ପିଚୁ ପକାଉଥିବା ଦେଖିବାକୁ ମଳିଛି।

ସୂଚନାଯୋଗ୍ୟ ଯେ, ରାଉରକେଲା ହନୁମାନ ବାଟିକା ସମ୍ମୁଖରେ ଥିବା ରାସ୍ତାରେ ଦୀର୍ଘ ଦିନ ସ୍ବରେଜ ବୋର୍ଡ କାମ ଚାଲିଛି ଯାହା ଫଳରେ  ରାସ୍ତା ବିପର୍ଯ୍ୟୟ ଅବସ୍ଥାରେ ପଡିରହିଥିଲା ।ଗାଡି ମଟର ସହ  ଲୋକଙ୍କ ଯିବା ଆସିବାରେ ଅସୁବିଧା ହେଉଛି । ସ୍ଥାନୀୟ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଗତକାଲି ରାତିରେ କିଛି ଶ୍ରମିକଙ୍କୁ ଧରି ରାଉରକେଲା ବିଧାୟକ ସାରଦା ନାଏକ ପହଞ୍ଚିଥିଲେ ହନୁମାନ ବାଟିକା ରାସ୍ତାରେ  ରାସ୍ତାକୁ  ମରାମତି କରାଇବା ସହ ନିଜେ ମଧ୍ୟ ସେଠାରେ ପିଚୁ ପକା କାମରେ ଲାଗିପଡି କିଛି ସମୟ ପାଇଁ ବିଧାୟକ ସାରଦା ନାଏକ ଶ୍ରମିକଙ୍କ ସହ ପାଲିଟିଯାଇଥିଲେ ନିଜେ ଶ୍ରମିକ । ଗତ କିଛି ଦିନ ପୂର୍ବରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ବ୍ୟାଣ୍ଡେଜ କରି ଚର୍ଚ୍ଚାରେ ରହିଥିବା ବିଧାୟକ ସାରଦା ନାୟକଙ୍କ ଏହି ରାସ୍ତା କାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି।  ବିଧାୟକ କରୁଥିବା ରାସ୍ତା କାମର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।

   Related Posts