Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ରୋହିତ ଶର୍ମାଙ୍କ ଶାଶୁଙ୍କୁ ଦେଖି କେହି ଭାବିବେନି ଶାଶୁ : ପରିଣତ ବୟସରେ ମଧ୍ୟ ଲାଗୁଛନ୍ତି ହଟ୍

4/08/2019 at 3:53 PM

 ମୁମ୍ବାଇ ୪/୮: ବୟସ ବଢ଼ିବା ସହ ତ୍ବଚାରେ ବୟସର ଛାପ ସ୍ପଷ୍ଟ ବାରି ହୋଇପଡ଼ିଥାଏ। କିନ୍ତୁ ଏପରି ଅନେକ କମ୍ ମହିଳା ଥାଆନ୍ତି ଯେଉଁମାନଙ୍କର ବୟସ ବଢ଼ିଲେ ମଧ୍ୟ ​‌ସୈାନ୍ଦର୍ଯ୍ୟ ସେହିପରି ରହିଥାଏ। ଯଦି ଆମେ କ୍ରିକେଟ କଥା କହିବା ତେବେ ଏଠାରେ ଏପରି ଅନେକ ଭାଗ୍ୟଶାଳୀ ବ୍ୟକ୍ତି ରହିଛନ୍ତି।

ହିଟମ୍ୟାନ୍ ରୋହିତ ଶର୍ମାଙ୍କ ସୁନ୍ଦରୀ ଏବଂ ହଟ୍ ଦେଖାଯାଉଥିବା ଶାଶୁ ଟିନା ସଜଦେହଙ୍କୁ ବୟସ ଅଧିକ ହୋଇଯାଇଥିଲେ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟ ଏବେଯାଏଁ ଫିକା ପଡ଼ିନାହିଁ। ରୋହିତ ଶର୍ମାଙ୍କ ପତ୍ନୀଙ୍କ ନାଁ ରିତିକା ସଜଦେହ।

ରୋହିତଙ୍କ ପତ୍ନୀ ରିତିକା ସଜଦେହ ଦେଖିବାକୁ ବହୁତ ସୁନ୍ଦରୀ ଏବଂ ହଟ୍। କିନ୍ତୁ ରିତିକାଙ୍କ ପରିବାର ମଧ୍ୟ କାହାଠୁ କିଛି କମ୍ ନୁହେଁ। ରୋହିତଙ୍କ ଶାଶୁ ଟିନା ମଧ୍ୟ ଦେଖିବାକୁ ଦେଖିବାକୁ ବହୁତ ସୁନ୍ଦର।

   Related Posts