ଭାରତକୁ ଆଉ ଏକ ଝଟକା : ୧୪୦ ରନରେ ଆଉଟ ହେଲେ ରୋହିତ ଶର୍ମା
16/06/2019 at 5:13 PM

ପାକିସ୍ତାନକୁ ଆଉ ଏକ ସଫଳତା ମିଳିଛି . ହସନ ଅଲ୍ଲୀଙ୍କ ବଲରେ ରୋହିତ ଶର୍ମା ଆଉଟ ହୋଇଯାଇଛନ୍ତି । ରୋହିତ ଶର୍ମା ୧୧୩ ବଲରେ ୧୪୦ ରନ କରି ଆଉଟ ହୋଇଯାଇଛନ୍ତି ।

ରୋହିତ ଶର୍ମା ତାଙ୍କର ୨୪ତମ ଶତକ ପୁରା କରିଛନ୍ତି । ୱାର୍ଲଡକପ୍ ୨୦୧୯ରେ ଏହା ତାଙ୍କର ଦ୍ୱିତୀୟ ଶତକ । ପାକିଷ୍ଟନ ବିପକ୍ଷରେ ଆଜିର ମ୍ୟାଚରେ ଏବେ ପର୍ଯ୍ୟନ୍ତ ସେ ୩ଟି ଛକ୍କା ଓ ୯ଟି ଚୌକା କରି ସାରିଛନ୍ତି ।


Related Posts
ବାସ୍ତବ ଚାଷୀ ପ୍ରଥମେ ଦିଲ୍ଲୀ ଖାଲି କରନ୍ତୁ: କ୍ୟାପ୍ଟେନ ଅମରିନ୍ଦର ସିଂହ
26 January 2021
ଦିଲ୍ଲୀ ଟ୍ରାକ୍ଟର ରାଲି ହିଂସା : ୧ମୃତ, ୧୯ ଆହତ
26 January 2021