କଟକରେ ୨୨ବର୍ଷର ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଜାଣନ୍ତୁ କାହା ନାମରେ ଥିଲା ରେକର୍ଡ

Published By : Prameya-News7 Bureau | December 22, 2019 IST

କଟକ ୨୨।୧୨:  ବାରବାଟୀରେ ୨୨ ବର୍ଷର ରେକର୍ଟ ଭାଙ୍ଗିଲେ ରୋହିତ ଶର୍ମା। ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୂର୍ଯ୍ୟାଙ୍କ ରେକର୍ଡ ଭାଙ୍ଗିଲେ ରୋହିତ । ୧୯୯୭ ରେ ଜୟସୂର୍ଯ୍ୟାଙ୍କ ମୋଟ ସ୍କୋର ଥିଲା ୨୩୮୭ ରନ୍ । ଏବେ ସେହି ରେକର୍ଡ ଭାଙ୍ଗିଛନ୍ତି ରୋହିତ ଶର୍ମା ।ଗତ ବିଶାଖାପାଟଣା ମ୍ୟାଚ୍‌ସୁଦ୍ଧ ରୋହିତଙ୍କ ସ୍କୋର ୨୩୭୯ରେ ପହଞ୍ଚିଥିଲା। ଜୟ ସୂର୍ଯ୍ୟାଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ଦରକାର ଥିବା ୯ ରନ୍ ଯାହା ରୋହିତ ବାରବାଟୀରେ ବାସଲ କରିନେଇଛନ୍ତି।

{"id":201178,"sizeSlug":"large"}

ରବିବାର ବାରବାଟୀରେ ଭରାତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ଟିକିଆ ୱାନଡେ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯାଉଛି। ଭାରତ ଆଗରେ ୱେଷ୍ଟ ଇଣ୍ଡିଜ୍ ୩୧୬ ରନର ବିଜୟ ଲକ୍ଷ ରଖିଥିବା ବେଲେ ଷ୍ଟାଡିୟମରେ ରୋହିତ ଓ ରାହୁଲ ଓପ୍ନିଂ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.