ଭାରତର ଧୂଆଁଧାର ବ୍ୟାଟିଂ : ୬ ଓଭରରେ ରୋହିତ ଶର୍ମାଙ୍କ ଛକ୍କା

Published By : Prameya-News7 Bureau | June 16, 2019 IST

ଜାରି ରହିଛି ଭାରତର ଧୂଆଁଧାର ବ୍ୟାଟିଂ । ୭ ଓଭର ପରେ ଭାରତର ସ୍କୋର ୩୫/୦ । ମହମ୍ମଦ ଆମିର ବୋଲିଂ କରୁଛନ୍ତି । ସେ ୩ ଓଭରରେ ୬ ରନ ଦେଇଛନ୍ତି । ରୋହିତ ଶର୍ମାଙ୍କ ସହ କେ.ଏଲ ରାହୁଲ କ୍ରିଜରେ ଅଛନ୍ତି । ଷ୍ଟାଡିୟମ ବାହାରେ ପ୍ରଶଂସକଙ୍କ ଭିଡ ଜମିରହିଛି । ବଲିଉଡ ଅଭିନେତା ରଣବୀର ସିଂ ମଧ୍ୟ ଷ୍ଟାଡିୟମରେ ପହଂଚି ଖେଳ ଦେଖୁଛନ୍ତି । ୭ ଓଭର ଶେଷକୁ ରୋହିତ ଶର୍ମା ୨୧ ବଲରେ ୨୬ ରନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.