Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ରୋହିତ ଶର୍ମାଙ୍କ ଶତକ : ୮୫ ବଲରେ ୧୦୦ ରନ

16/06/2019 at 4:36 PM

୩୦ ଓଭର ପରେ ଟିମ ଇଣ୍ଡିଆର ସ୍କୋର ରହିଛି ୧୭୩/୧ । ବିରାଟ କୋହଲି ୧୩ ରନ କରିଛନ୍ତି । ରୋହିତ ଶର୍ମା ରନ ୧୦୦ ରନ ପୁରା କରିଛନ୍ତି । ୨୪ ଓଭର ପରେ ପାକିସ୍ତାନକୁ ସଫଳତା ମିଳିଥିଲା । କେ.ଏଲ .ରାହୁଲ ୫୭ ରନ କରି ରିୟାଜଙ୍କ ବଲରେ ଆଉଟ ହୋଇଯାଇଛନ୍ତି ।

ରୋହିତ ଶର୍ମା ତାଙ୍କର ୨୪ତମ ଶତକ ପୁରା କରିଛନ୍ତି । ୱାର୍ଲଡକପ୍ ୨୦୧୯ରେ ଏହା ତାଙ୍କର ଦ୍ୱିତୀୟ ଶତକ । ପାକିଷ୍ଟନ ବିପକ୍ଷରେ ଆଜିର ମ୍ୟାଚରେ ଏବେ ପର୍ଯ୍ୟନ୍ତ ସେ ୩ଟି ଛକ୍କା ଓ ୯ଟି ଚୌକା କରି ସାରିଛନ୍ତି ।

   Related Posts