Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ : ୩୪ ବଲରେ ୫୦ ରନ

16/06/2019 at 3:34 PM

ରୋହିତ ଶର୍ମା ଧୂଆଁଧାର ବ୍ୟାଟିଂ କରୁଛନ୍ତି । ଏହି ଟୁର୍ନାମେଣ୍ଟରେ ରୋହିତ ଶର୍ମାଙ୍କର ଏହା ତୃତୀୟ ଅର୍ଦ୍ଧଶତକ । ରୋହିତ ଶର୍ମା ୧୨ ଓଭର ଶେଷକୁ ୩୪ ବଲରେ ଅର୍ଦ୍ଧଶତକ କରିଛନ୍ତି . ୧୨ ଓଭର ପରେ ଟିମ ଇଣ୍ଡିଆର ସ୍କୋର ୭୯/୦ ରହିଛି । କେ.ଏଲ ରାହୁଲ କ୍ରିଜରେ ରୋହିତଙ୍କ ସହ ରହିଛନ୍ତି । ସାଦବ ଖାନଙ୍କୁ ଏହି ଓଭର ବହୁତ ମହଙ୍ଗା ପଡିଥିଲା । ଗୋଟିଏ ଓଭରରେ ସେ ୧୭ ରନ ଦେଇଛନ୍ତି । ୧୪ ଓଭର ପରେ ଭାରତ ୮୩ ରନ କରିଛି ।

ଇଣ୍ଡିଆର ମଜବୁତ ବ୍ୟାଟିଂକୁ ନେଇ ସାରା ଦେଶରେ ଖୁସିର ମାହୋଲ ରହିଛି ।

   Related Posts