ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ : ୩୪ ବଲରେ ୫୦ ରନ
16/06/2019 at 3:34 PM

ରୋହିତ ଶର୍ମା ଧୂଆଁଧାର ବ୍ୟାଟିଂ କରୁଛନ୍ତି । ଏହି ଟୁର୍ନାମେଣ୍ଟରେ ରୋହିତ ଶର୍ମାଙ୍କର ଏହା ତୃତୀୟ ଅର୍ଦ୍ଧଶତକ । ରୋହିତ ଶର୍ମା ୧୨ ଓଭର ଶେଷକୁ ୩୪ ବଲରେ ଅର୍ଦ୍ଧଶତକ କରିଛନ୍ତି . ୧୨ ଓଭର ପରେ ଟିମ ଇଣ୍ଡିଆର ସ୍କୋର ୭୯/୦ ରହିଛି । କେ.ଏଲ ରାହୁଲ କ୍ରିଜରେ ରୋହିତଙ୍କ ସହ ରହିଛନ୍ତି । ସାଦବ ଖାନଙ୍କୁ ଏହି ଓଭର ବହୁତ ମହଙ୍ଗା ପଡିଥିଲା । ଗୋଟିଏ ଓଭରରେ ସେ ୧୭ ରନ ଦେଇଛନ୍ତି । ୧୪ ଓଭର ପରେ ଭାରତ ୮୩ ରନ କରିଛି ।

ଇଣ୍ଡିଆର ମଜବୁତ ବ୍ୟାଟିଂକୁ ନେଇ ସାରା ଦେଶରେ ଖୁସିର ମାହୋଲ ରହିଛି ।
Related Posts
ବିବାହିତା ହୋଇ ପର ପୁରୁଷ ସହ ଲିଭ୍ଇନ୍ରେ ରହିବା ଅପରାଧ-ହାଇକୋର୍ଟଙ୍କ ରାୟ
20 January 2021