Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

୧୦ ଫୁଟ ଲମ୍ବର ରକ୍ ପାଇଥନ୍ ଉଦ୍ଧାର

22/10/2020 at 11:57 AM

ଢେଙ୍କାନାଳ ୨୨।୧୦: ଅଜଗର ସାପ ଉଦ୍ଧାର । ଢେଙ୍କାନାଳ ସହରର ଜନଗହଳିପୂର୍ଣ୍ଣ ଅଂଚଳ କୁହାଯାଉଥିବା କୁଞ୍ଜକାନ୍ତ ଇନକମ ଟାକ୍ସ ଅଫିସ ନିକଟରୁ ଏହି ଅଜଗର ସାପକୁ ସ୍ଥାନୀୟ ବାସିନ୍ଦା ଦେଖିଥିଲେ । ସାପ ଉଦ୍ଧାରକାରୀ ଦଳ ବନ୍ୟକ ଟିମର ସଦସ୍ୟ ଜିତୁ ମହାନ୍ତି ଖବର ପାଇ ସେଠାରେ ପହଞ୍ଚି ଉକ୍ତ ସାପକୁ ଡ୍ରେନରୁ ଉଦ୍ଧାର କରିଥିଲେ ।

ପରେ ଉକ୍ତ ସାପକୁ ବନ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ । ସେହି ସାପଟି ଏକ ରକ୍ ପାଇଥନ ଶ୍ରେଣୀର ବୋଲି ଜଣାପଡିଥିଲା । ପାଖ ପାଣି ଓହଲା ପାହାଡ଼ରୁ ଉକ୍ତ ସାପଟି ପଳାଇ ଆସିଥିବା ଅନୁମାନ କରାଯାଉଛି । ପରେ ବନ କର୍ମଚାରୀମାନେ ସାପକୁ ନେଇ ଜଙ୍ଗଲରେ ଛାଡି ଦେଇଥିଲେ ।

   Related Posts