ଉଦଳାରେ ସିରିଜ ଲୁଟ
Published By : Prameya-News7 Bureau | July 01, 2018 IST
ଗୋଟିଏ ରାତିରେ ୩ଟି ପୃଥକ ପୃଥକ ସ୍ଥାନରୁ ଚୋରି
କଲେଜ ରୋଡସ୍ଥିତ ପୋଷ୍ଟ ଅଫିସରୁ ଚୋରି
ଏହାସହ ୨ଟି ଦୋକାନରୁ ଲୁଟ୍ କରି ଦୁର୍ବୃତ୍ତ ଫେରାର
ଲକ୍ଷାଧିକ ଟଙ୍କା ସହ କମ୍ପ୍ୟୁଟର ହାର୍ଡଡିସ୍କ ଲୁଟ୍
ଘଟଣାସ୍ଥଳରେ ଉଦଳା ପୋଲିସର ତଦନ୍ତ