ହଙ୍ଗକଙ୍ଗର ଜାହାଜକୁ ଅପହରଣ କଲେ ଜଳଦସ୍ୟୁ: ଅପହୃତଙ୍କ ମଧ୍ୟରେ ୧୮ ଭାରତୀୟ ନାଗରିକ !

Published By : Prameya-News7 Bureau | December 05, 2019 IST

ନୂଆଦିଲ୍ଲୀ ୦୫।୧୨:  ନାଇଜେରିଆ ସମୁଦ୍ରତଟ ନିକଟରୁ ୧୮ଜଣ ଭାରତୀୟ ନାଗିରକଙ୍କୁ ଜଳଦସ୍ୟୁମାନେ ଅପହରଣ  କରିଥିବାର ସୂଚନା ମିଳିଛି । ସମସ୍ତ ଭାରତୀୟ ନାଗରିକମାନେ ହଙ୍ଗକଙ୍ଗର ଏକ ଜାହାଜରେ ଯାତ୍ରା କରୁଥିଲେ । ବିଭିନ୍ନ ଦେଶର ସମୁଦ୍ର ମଧ୍ୟରେ ହେଉଥିବା ଗତିବିଧି ଉପରେ ନଜର ରଖିଥିବା ଏକ ସଂସ୍ଥା ଏହି ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.