ପୋଲିସ ପଞ୍ଝାରେ ଲୁଟେରା

Published By : Prameya-News7 Bureau | August 03, 2018 IST

୧୬ ଜଣିଆ ବ୍ୟାଙ୍କ୍ ଲୁଟେରା ଗ୍ୟାଙ୍ଗ୍ ଗିରଫ । ଏହି ଗ୍ୟାଙ୍ଗ୍ କୁ ଗିରଫ କରିଛି ରାୟଗଡା ପୋଲିସ । ଗିରଫ ଡକାୟତ ବ୍ୟବହାର କରୁଥିବା ଏକ ବୋଲେରୋ ସହ ୭ଟି ବାଇକ, ୯ ଟି ମୋବାଇଲ ଏବଂ ବିଭିନ୍ନ ମାରଣାସ୍ତ୍ର ପୋଲିସ ଜବତ କରିଛି । ରାୟଗଡା ଜିଲ୍ଲାର ଏହି ଡକାୟତ ମାନେ ବିଭିନ୍ନ ବ୍ୟାଙ୍କ ଏବଂ ATM ଲୁଟ ଘଟଣାରେ ସଂପୃକ୍ତ ଥିବା କହିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.