ମହିଳାଙ୍କ ପାଣି ପାଇଁ ରାସ୍ତାରେ।କ
31/05/2018 at 5:02 AM

ପାଣି ପାଇଁ ରାସ୍ତାରେ।କ । କେନ୍ଦ୍ରାପଡା ମାର୍ଶାଘାଇ ତାଳସଙ୍ଗା ପଞ୍ଚାୟତ ଖର୍ଦ୍ଦାସାହିର ମହିଳା ପାଣି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ହଳଦିଆ- ପାଟକୁରା ଚିତ୍ରୋତ୍ପଳା ନଦୀ ବନ୍ଧ ମୁଖ୍ୟ ରାସ୍ତାକୁ ଅବରେ।ଧ କରିଛନ୍ତି । ଦୀର୍ଘ ଦିନ ହେଲା ଖର୍ଦ୍ଦାସାହି ୧ ନମ୍ବର ୱାର୍ଡରେ ପାନୀୟ ଜଳ ସମସ୍ୟା ଲାଗିରହିଛି । ସ୍ଥାନୀୟ ଅଞ୍ଚଳରେ ୭ ଦିନ ହେଲା ସମସ୍ତ ନଳକୂପ ଅକାମୀ ହୋଇ ପଡିରହିଛି । ଏ ନେଇ ସ୍ଥାନୀୟ ସରପଞ୍ଚ ଓ ବିଡିଓ ଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣିନଥିବା ଅଭିଯୋଗ ହୋଇଛି । ତେଣୁ ବାଧ୍ୟ ହୋଇ ଖର୍ଦାସାହିର ଶତାଧିକ ମହିଳା ଗରା, ମାଠିଆ ଧରି ରାସ୍ତାରୋକ କରିଛନ୍ତି ।
Related Posts
ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ
2 March 2021