ଉଦଘାଟନ ହେବ ନବ ମିର୍ମିତ ପଥ ପାର୍ଶ୍ବ ସୁବିଧା କେନ୍ଦ୍ର

Published By : Prameya-News7 Bureau | July 31, 2018 IST

ନବ ମିର୍ମିତ ପଥ ପାର୍ଶ୍ବ ସୁବିଧା କେନ୍ଦ୍ର ଆଜି ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହାର ଲୋକାର୍ପଣ କରିବେ । ଏଠାରେ କାର୍ ଏବଂ ବସ୍ ପାଇଁ ସ୍ବତନ୍ତ୍ର ପାର୍କିଂ , କ୍ୟାଫେଟେରିଆ ଏବଂ ସ୍ନାକ୍ସ ବାର୍, ବିଶୁଦ୍ଧ ପାନୀୟ ଜଳ, ପୁରୁଷ, ମହିଳା ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ଆଦିର ବ୍ୟବସ୍ଥା ରହିଛି । ରାଜ୍ୟ ସଚିବାଳୟ ସମ୍ମିଳନୀ କକ୍ଷରୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.