୩୨ ତମ ସଡ଼କ ସୁରକ୍ଷା ସପ୍ତାହ, ଚଣ୍ଡିଖୋଲ ଛକରୁ ଗଡିଲା ସଚେତନତା ରଥ

Published By : Prameya-News7 Bureau | January 18, 2021 IST

ଚଣ୍ଡିଖୋଲ ୧୮।୦୧ : ଆଜିଠାରୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ସପ୍ତାହ । ଆଜିଠାରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୭ ତାରିଖ ଯାଏ ଚାଲିବ । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି।

{"id":394140,"sizeSlug":"large","linkDestination":"none"}

୩୨ ତମ ସଡ଼କ ସୁରକ୍ଷା ସପ୍ତାହ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କେନ୍ଦ୍ର ପରିସରରେ ଉଦଘାଟିତ ହୋଇଛି। ଯାଜପୁର କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଉଦଘାଟନ କରିଥିଲେ । ଏହି ଅବସରରେ RTO, ଅଗ୍ନିଶମ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିଥିଲେ . ସଡ଼କ ସୁରକ୍ଷା ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ସଡ଼କ ସୁରକ୍ଷା  ସଚେତନତା ରଥ ଚଣ୍ଡିଖୋଲ ଛକ ପରିକ୍ରମା କରିଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.