ଅଧରାତିରେ ଭୁବନେଶ୍ବରରେ ରୋଡ଼ ରୋମିଓଙ୍କ ହାବୁଡ଼ରେ ପଡିଲେ ଓଡ଼ିଆ ଅଭିନେତ୍ରୀ , ତା ପରେ…
23/10/2019 at 5:45 PM

ଭୁବନେଶ୍ବର୨୩|୧୦: ରାତି ଅଧରେ ରାଜଧାନୀର ରାଜ ରାସ୍ତାରେ ବୁଲୁଛନ୍ତି ରୋଡ ରୋମିଓ। ସାର୍ଟ ଖୋଲି ମଦ ପିଇ ଲାକଙ୍କୁ କରୁଛନ୍ତି ହଇରାଣ । ରୋଡ଼ ରୋମିଓ ଙ୍କ ହାବୁଡ଼ରେ ପଡିଛନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ । ସୁଟିଂ ସାରି ଘରକୁ ଫେରୁଥିବା ବେଳେ ବରମୁଣ୍ଡା ଠାରୁ ନୟାପଲି ପର୍ଯ୍ୟନ୍ତ ଅଭିନେତ୍ରୀଙ୍କୁ ହଇରାଣ କରୁଛନ୍ତି ।

ଏପରିକି ମଦ ବୋତଲ ରେ ନିଆ ଲଗେଇ ଫିଙ୍ଗିବାକୁ ଉଦ୍ୟମ କରୁଥିଲେ । ଆଉ ଏ ସବୁ ଦୃଶ୍ୟ କୁ ନିଜ ମୋବାଇଲ ରେ ସୁଟିଂ କରିଛନ୍ତି ଅଭିନେତ୍ରୀ ।

ଏନେଇ ସେହି ରାତିରେ ନୟାପଲି ଥାନା ପୋଲିସ କୁ ଅବଗତ କରିଥିଲେ ମଧ୍ୟ ପୋଲିସ ଶୁଣିନଥିବା ଅଭିଯୋଗ ଆଣିଛନ୍ତି ସମ୍ପୁକ୍ତ ଅଭିନେତ୍ରୀ ।
Related Posts
ଘାରିଲା କରୋନା ଭୟ, ଆଜିଠୁ ଗଜପତି ଜିଲ୍ଲାର ସବୁ ସୀମା ସିଲ୍
12 April 2021