Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଜପତି : ଘାରିଲା କରୋନା ଭୟ, ଆଜିଠୁ ଗଜପତି ଜିଲ୍ଲାର ସବୁ ସୀମା ସିଲ୍
  • ||
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଅଧରାତିରେ ଭୁବନେଶ୍ବରରେ ରୋଡ଼ ରୋମିଓଙ୍କ ହାବୁଡ଼ରେ ପଡିଲେ ଓଡ଼ିଆ ଅଭିନେତ୍ରୀ , ତା ପରେ…

23/10/2019 at 5:45 PM

ଭୁବନେଶ୍ବର୨୩|୧୦: ରାତି ଅଧରେ ରାଜଧାନୀର ରାଜ ରାସ୍ତାରେ ବୁଲୁଛନ୍ତି ରୋଡ ରୋମିଓ। ସାର୍ଟ ଖୋଲି ମଦ ପିଇ ଲାକଙ୍କୁ କରୁଛନ୍ତି ହଇରାଣ । ରୋଡ଼ ରୋମିଓ ଙ୍କ ହାବୁଡ଼ରେ ପଡିଛନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ । ସୁଟିଂ ସାରି ଘରକୁ ଫେରୁଥିବା ବେଳେ ବରମୁଣ୍ଡା ଠାରୁ ନୟାପଲି ପର୍ଯ୍ୟନ୍ତ ଅଭିନେତ୍ରୀଙ୍କୁ ହଇରାଣ କରୁଛନ୍ତି ।

ଏପରିକି ମଦ ବୋତଲ ରେ ନିଆ ଲଗେଇ ଫିଙ୍ଗିବାକୁ ଉଦ୍ୟମ କରୁଥିଲେ । ଆଉ ଏ ସବୁ ଦୃଶ୍ୟ କୁ ନିଜ ମୋବାଇଲ ରେ ସୁଟିଂ କରିଛନ୍ତି ଅଭିନେତ୍ରୀ  ।

ଏନେଇ ସେହି ରାତିରେ ନୟାପଲି ଥାନା ପୋଲିସ କୁ ଅବଗତ କରିଥିଲେ ମଧ୍ୟ ପୋଲିସ ଶୁଣିନଥିବା ଅଭିଯୋଗ ଆଣିଛନ୍ତି ସମ୍ପୁକ୍ତ ଅଭିନେତ୍ରୀ ।

   Related Posts