Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୮୬ ବସ୍ତା ପିଡିଏସ ଚାଉଳ ଜବତ, ଚୋରାରେ ବିକ୍ରି ପାଇଁ ଯାଉଥିବା ବେଳେ ଧରିଲେ ଲୋକେ
  • ||
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ଚିନ୍ତାରେ ସାତଭାୟାବାସୀ ; ସାମାନ୍ୟ ବର୍ଷାରେ ଆଣ୍ଠୁଆ କାଦୁଅ

13/07/2018 at 10:20 AM

ସାତଭାୟା ବାସୀ ଚିନ୍ତାରେ ଏକପ୍ରକାର କାଟୁଛନ୍ତି ବନ୍ଦୀ ଜୀବନ । ମୈ।ସୁମୀ ବର୍ଷ।ରେ ଥଇଥାନ ସ୍ଥଳୀ ବଗପାଟିଆ ବେହାଲ । ଘରେ ବର୍ଷ। ପାଣି ପଶିଥିବା ବେଳେ, ଗାଡି ତ ଦୂରର କଥା ପାଦରେ ଚାଲି ଯିବା କାଠିକର ପାଠ । ରାଜନଗର ତହସିଲଦାରଙ୍କ ବିତଣ୍ଡା ଯୁକ୍ତି ହଠାତ୍ ଆସିଲା ମୈ।ସୁମୀ ।
କେନ୍ଦ୍ରାପଡା ଜିଲ୍ଲା ରାଜନଗର ସମୁଦ୍ର ଆଁ ମୁହଁ ରେ ବସବାସ କରୁଥିବା ସାତଭାୟାର ୫୭୧ ପରିବାରକୁ ପ୍ରଶାସନ ଗୁପ୍ତି ପଚଂ।ୟତ ବଗପାଟିଆ ରେ ଥଇଥାନ କରିଛନ୍ତି । ସରକାର ସମସ୍ତ ଙ୍କୁ ବିଜୁ ପକ୍କାଘର ଯୋଗାଇ ଦେଇଥତ୍ବା ବଳେ ଖାଲୁଆ ସ୍ଥାନ ହୋଇଥତ୍ବାରୁ ଗରିବ ଲୋକ ମାନେ ପକ୍କା ଘର କରିବା ପାଇଁ ସମର୍ଥ ନହେବା ରୁ କଚା ଘର କରି ବସବାସ କରୁଛନ୍ତି । କିନ୍ତୁ ମୌସୁମୀ ବର୍ଷ। ବାସବାସ କରୁଥିବା ଲୋକ ମାନଙ୍କ ନିଦ ହଜାଇ ଦେଇଛି । ଘରେ ବର୍ଷ। ପାଣି ପଶୁଥିବା ବେଳେ ଘରୁ ବାହାରିଲେ ଆଣ୍ଠୁଏ କାଦୁଅ । ଛାତ୍ର ଛାତ୍ରୀ ମାନେ ସ୍କୁଲ ଯିବା ଠାରୁ ଆରମ୍ଭ କରି ମେଡିକାଲ ଯିବା ପାଇଁ ଗର୍ଭବତୀ ମହିଳା ଙ୍କୁ ମଧ୍ୟ କାନ୍ଧ ଭାର ର ଆବଶ୍ୟକତା ପଡୁଛି ।ଏବେ ଏକ ପ୍ରକାର ବନ୍ଦୀ ଜୀବନ ଜାପନ କାଟୁଥିବାର ଅଭିଯୋଗ କରିଛନ୍ତି ସାତଭାୟା ବାସିନ୍ଦା ।

   Related Posts