ଚିନ୍ତାରେ ସାତଭାୟାବାସୀ ; ସାମାନ୍ୟ ବର୍ଷାରେ ଆଣ୍ଠୁଆ କାଦୁଅ

Published By : Prameya-News7 Bureau | July 13, 2018 IST

ସାତଭାୟା ବାସୀ ଚିନ୍ତାରେ ଏକପ୍ରକାର କାଟୁଛନ୍ତି ବନ୍ଦୀ ଜୀବନ । ମୈ।ସୁମୀ ବର୍ଷ।ରେ ଥଇଥାନ ସ୍ଥଳୀ ବଗପାଟିଆ ବେହାଲ । ଘରେ ବର୍ଷ। ପାଣି ପଶିଥିବା ବେଳେ, ଗାଡି ତ ଦୂରର କଥା ପାଦରେ ଚାଲି ଯିବା କାଠିକର ପାଠ । ରାଜନଗର ତହସିଲଦାରଙ୍କ ବିତଣ୍ଡା ଯୁକ୍ତି ହଠାତ୍ ଆସିଲା ମୈ।ସୁମୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ସମୁଦ୍ର ଆଁ ମୁହଁ ରେ ବସବାସ କରୁଥିବା ସାତଭାୟାର ୫୭୧ ପରିବାରକୁ ପ୍ରଶାସନ ଗୁପ୍ତି ପଚଂ।ୟତ ବଗପାଟିଆ ରେ ଥଇଥାନ କରିଛନ୍ତି । ସରକାର ସମସ୍ତ ଙ୍କୁ ବିଜୁ ପକ୍କାଘର ଯୋଗାଇ ଦେଇଥତ୍ବା ବଳେ ଖାଲୁଆ ସ୍ଥାନ ହୋଇଥତ୍ବାରୁ ଗରିବ ଲୋକ ମାନେ ପକ୍କା ଘର କରିବା ପାଇଁ ସମର୍ଥ ନହେବା ରୁ କଚା ଘର କରି ବସବାସ କରୁଛନ୍ତି । କିନ୍ତୁ ମୌସୁମୀ ବର୍ଷ। ବାସବାସ କରୁଥିବା ଲୋକ ମାନଙ୍କ ନିଦ ହଜାଇ ଦେଇଛି । ଘରେ ବର୍ଷ। ପାଣି ପଶୁଥିବା ବେଳେ ଘରୁ ବାହାରିଲେ ଆଣ୍ଠୁଏ କାଦୁଅ । ଛାତ୍ର ଛାତ୍ରୀ ମାନେ ସ୍କୁଲ ଯିବା ଠାରୁ ଆରମ୍ଭ କରି ମେଡିକାଲ ଯିବା ପାଇଁ ଗର୍ଭବତୀ ମହିଳା ଙ୍କୁ ମଧ୍ୟ କାନ୍ଧ ଭାର ର ଆବଶ୍ୟକତା ପଡୁଛି ।ଏବେ ଏକ ପ୍ରକାର ବନ୍ଦୀ ଜୀବନ ଜାପନ କାଟୁଥିବାର ଅଭିଯୋଗ କରିଛନ୍ତି ସାତଭାୟା ବାସିନ୍ଦା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.