Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରସାମ୍ୟ ହରାଇ ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରଲର ; ୭ମୃତ ,୧୦ ଗୁରୁତର

1/05/2018 at 6:51 AM

ମହାରାଷ୍ଟ୍ର ଭଣ୍ଡାରାରେ ଭାରସାମ୍ୟ ହରାଇ ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରଲର
ଘଟଣା ସ୍ଥଳରେ ୭ ଜଣକ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି
ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି
ଘଟଣା ସ୍ଥଳରୁ ଡ୍ରାଇଭର ଫେରାର

Leave a Reply

   Related Posts