Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଧୂଳି ଝଡରେ ଅତିଷ୍ଠ ହେଲେଣି ଅଞ୍ଚଳବାସୀ : ଅଧା କାମ ଛାଡି ଠିକାଦାର ଛୁ

1/12/2019 at 11:13 AM

ଢେଙ୍କାନାଳ ୧/୧୨: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଅନନ୍ତପୁର ଛକଠାରୁ ମୃଦଙ୍ଗା ମହୁଲପାଳ ଗ୍ରାମ ପର୍ଯ୍ୟନ୍ତ PWD ରାସ୍ତାର ନୂତନୀକରଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜକୁ ଛଅ ମାସ ହେବ ରାସ୍ତାକୁ ତାଡି ତା ଉପରେ ମୋରମ, କଂକ୍ରିଟ ଗେଟି ଓ କ୍ରସର ଗୁଣ୍ଡ ପକାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିଲା ।

 କିନ୍ତୁ ଆଜକୁ ଦୁଇ ମାସ ହେବ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବାରୁ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାସ୍ତାରେ ଗାଡି ଚଳାଚଳ ଯୋଗୁଁ ଧୂଳି ଝଡରେ କୁହୁଡି ସଦୃଶ ଦେଖାଯାଉଛି । ରାସ୍ତାରେ ଗେଟି ମାଡ ଦ୍ବାରା ଅନେକ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ସାଇକେଲ, ମଟରସାଇକେଲ ପମ୍ପଚର ହେଉଛି । ଠିକାଦାର ରାସ୍ତା ଉପରେ ପାଣି ନ ପକାଇବାରୁ ଏପରି ସମସ୍ୟା ଉପୁଜୁଛି ।

   Related Posts