Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ତହସିଲଦାରଙ୍କୁ ବିରୋଧ କରି ରାସ୍ତାରୋକ

19/07/2018 at 7:18 AM

ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲଦାର ମୋରମ ମାଫିଙ୍କୁ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଛି | ନୀଳଗିରି ପ୍ରକୃତି ସୁରକ୍ଷା ମଂଚ ପକ୍ଷରୁ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି | ଫଳରେ ଶେରଗଡ଼ ଉଦଳା ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ନୀଳଗିରି ବ୍ଲକ ବିଦୁସାହି ଗାଁର ଏକ ଫର୍ମ ହାଉସରେ ପୋଖରୀ ଖୋଳିବା ବାହାନାରେ ଜଣେ ବ୍ୟକ୍ତି କୋଟି କୋଟି ଟଙ୍କାର ମୋରମ ଉତ୍ତୋଳନ କରି ବିକ୍ରି କରୁଛନ୍ତି | ଏଭଳି ବେଆଇନ କାର୍ଯ୍ୟକୁ ତହସିଲଦାର ନିଜେ ଅନୁମତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |

   Related Posts