ଜୟପୁର ସୁଙ୍କି-ସାଲୁର ଘାଟିରେ ମାଟି ଅତଡା ଖସି ଗମନାଗମନ ଠପ
3/10/2019 at 8:56 AM

କୋରାପୁଟ ୩/୧୦: ଜୟପୁର ସୁଙ୍କି-ସାଲୁର ଘାଟିରେ ମାଟି ଅତଡା ଖସି ଗମନାଗମନ ଠପ । କୋରାପୁଟ ଠାରୁ ବିଜୟନଗର ଯାଏ ଯାଇଥିବା ଜାତୀୟ ରାଜପଥ ନିକଟରେ ଖସିଲା ମାଟି ଅତଡା । ଘାଟିର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି । ମଧ୍ୟରାତ୍ରିଠାରୁ ଯାତାୟତ ଠପ ହୋଇଯାଇଛି ।

Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021