Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କଳାହାଣ୍ଡିରେ ପାଣି ପାଇଁ ରାସ୍ତାରୋକ : ନିର୍ବାଚନ ପରେ ନଳକୂପ ଖୋଳିବା ପାଇଁ ପ୍ରତିଶୃତି ଦେଲେ ବିଡ଼ିଓ

8/04/2019 at 7:54 AM

କଳାହାଣ୍ଡି ୮/୪ : କଳାହାଣ୍ଡିରେ ପାଣି ପାଇଁ ରାସ୍ତାରୋକ କରିଛନ୍ତି ଅଞ୍ଚଳବାସୀ | ଗରା ମାଠିଆ ରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ | ନେହେରୁ ପଡାବାସୀ ପାନୀୟ ଜଳ ସମସ୍ୟା ନେଇ ବାନେର ଠାରେ ରାସ୍ତା ଅବରୋଧ କରିଛନ୍ତି | ଘଟଣାସ୍ଥଳରେ ଜୟପାଟଣା ବିଡିଓ ପହଂଚି ନିର୍ବାଚନ ପରେ ନଳକୂପ ଖୋଳିବା ପ୍ରତିଶ୍ରୁତି ଦେଇଥିଲେ | ବିଡ଼ିଓଙ୍କ ପ୍ରତିଶୃତି ପରେ ରାସ୍ତା ଅବରୋଧ ଉଠିଥିଲା | ନେହେରୁ ପଡାରେ ପାଖାପାଖି ଦୁଇ ଶହ ଲୋକ ବସବାସ କରୁଥିଲେ ବି ପିଇବା ପାଣି ପାଇଁ ନଳକୂପ ଗୋଟିଏ ନାହିଁ | ଯେଉଁଥିପାଇଁ ପଡାବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ସ୍ଥାନୀୟଲୋକେ ଅନ୍ୟ ପଡାରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି ।

   Related Posts