Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାନୀୟ ଜଳ ଓ ରାସ୍ତା ନିର୍ମାଣ ଦାବିରେ ଟାୟାର ଜାଳି ରାସ୍ତାରୋକ

ରାସ୍ତା ନିର୍ମାଣ ଓ ପାନୀୟ ଜଳ ଯୋଗାଣ ଦାବିରେ ପେଟାପାଗଂl ଓ ମନଗାକିଆ ପଂଚାଅତ ର ସମସ୍ତ ଜନସାଧାରଣ ଆଡସକୁପଂl ଓ ଗୁଟୁଗୁଡା ଛକ ଅବରୋଧ କରିବା ସହ ସାରଙ୍ଗଗଡ – ବ୍ରହ୍ମପୁର ରାସ୍ତା ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରି ଦେଇଛନ୍ତି । ରାସ୍ତାରେ ବସିଛନ୍ତି ୧୦ ହଜାରରୁ ଅଧିକ ଲୋକ ।

   Related Posts