ଖଣ୍ଡଗିରି ଛକରେ ମୃତଦେହ ରଖି ରାସ୍ତାରୋକ

Published By : Prameya-News7 Bureau | July 18, 2018 IST

ରାଜଧାନୀ ଖଣ୍ଡଗିରି ଛକରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି | ମୃତକ ଜଣକ ହେଲେ କୋଲାଥୀଆର ଧୋବା ସମ୍ପ୍ରଦାୟର | ତେବେ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ | ସ୍ଥାନୀୟ ବାସିନ୍ଦା ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି | ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.