ଶ୍ମଶାନ ରାସ୍ତାରୁ ଡମ୍ପିଂୟାର୍ଡ ହଟାଇବା ଦାବି, ଶବ ରଖି ରାସ୍ତା ଅବରୋଧ

Published By : Prameya-News7 Bureau | November 02, 2021 IST

ନବରଙ୍ଗପୁର ୨।୧୧: ନବରଙ୍ଗପୁର ସହରର ମାଝୀଗୁଡାରେ ଗ୍ରାମବାସୀଙ୍କ ଶ୍ମଶାନ ରାସ୍ତାରେ ଅଳିଆ ଜମା କରିଥି ପୌରପାଳିକା । ଶ୍ମଶାନ ରାସ୍ତାରୁ ଅଳିଆଗଦା ହଟାଇବାକୁ ଦାବି କରି ମାଝୀଗୁଡାରେ ଗ୍ରାମବାସୀ ଜାତୀୟ ରାଜପଥରେ ଶବ ରଖି ପ୍ରତିବାଦ ଜଣାଇଛନ୍ତି । ଜାତୀୟ ରାଜପଥ ଅବରୋଧ ଯୋଗୁଁ କଳାହାଣ୍ଡି ଓ ଛତିଶଗଡ ମଧ୍ୟରେ ଯାତାୟାତ ଠପ୍ ହୋଇଯାଇଛି। ଉଭୟ ପାର୍ଶ୍ବରେ ଶହ ଶହ ଯାନବାହାନ, ଯାତ୍ରିବାହୀ ବସ୍ ଅଟକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.