Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ବ୍ୟାପକ ଦୁର୍ନୀତି ଅଭିଯୋଗରେ ରାସ୍ତାରୋକ, ପୋଲିସ ଫୋର୍ସ ମୁତୟନ

8/11/2021 at 2:55 PM

ଖଣ୍ଡପଡା ୮।୧୧: ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଭାପୁର ବ୍ଲକ ବାଉଁଶବାଟି ପଞ୍ଚାୟତ ଲୋକଙ୍କ ରାସ୍ତା ରୋକ । ପଞ୍ଚାୟତରେ ମନରେଗାରେ କୋଟି କୋଟି ଟଙ୍କା ହଡପ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ବହୁବାର ବ୍ଲକ ପ୍ରଶାସନକୁ ଅଭିଯୋଗ କରିଲେ ମଧ୍ୟ କେହି ନ ଶୁଣିବା ଯୋଗୁଁ ଗ୍ରାମବାସୀମାନେ ଏପରି ପଦକ୍ଷେପ ନେଇଥିବା କହିଛନ୍ତି । ଘଟଣାସ୍ଥଳରେ ତହସିଲଦାର ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

   Related Posts