ଇଏସ୍ଆ‌ଇ ହସ୍‌ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ; ମୃତଦେହ ରଖି ଉତ୍ତ୍ୟକ୍ତଲୋକଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | December 13, 2018 IST

ଭୁବନେଶ୍ବର ୧୩|୧୨: ଭୁବନେଶ୍ବର ଇଏସଆଇ ହସପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଗତକାଲି ଶ୍ବାସରୋଗରେ ଆକ୍ରାନ୍ତ ଥିବା ସାଲିଆ ସାହିର ଅହଲ୍ୟା ଭଞ୍ଜ ଆଡମିଟ୍ ହୋଇଥିଲେ । ତେବେ ବିଳମ୍ବରେ ଡାକ୍ତର ଆସିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ମୃତଦେହ ରଖି ମେ ଫେୟାରରୁ ଜୟଦେବ ବିହାର ରାସ୍ତା ଅବରୋଧ କରିଛନ୍ତି ।

wp:core-embed/youtube {"url":"https://www.youtube.com/watch?v=uW9LdanGi6A","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=uW9LdanGi6A
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.