ରାସ୍ତାକଡ଼କୁ ଓଲଟି ପଡିଲା କାର୍, ୫ ଗୁରୁତର
21/07/2020 at 9:03 AM

ସୋର ୨୧।୦୭: ବିଳମ୍ବିତ ରାତରେ ସଡ଼କ ଦୁର୍ଘଟଣା । ବାଲେଶ୍ବର ଜିଲ୍ଲା ବାହାନଗାରୁ ବିଳମ୍ବିତ ରାତିରେ ଏକ କାର ଷଠି ଅଭିମୁଖେ ଯାଉଥିବା ବେଳେ ନୟନଜୋରି ନିକଟରେ ଓଲଟି ପଡିଥିଲା । ଯାହାଫଳର କାର ଡ୍ରାଇଭର୍ ସମେତ ୫ଜଣ ଗୁରୁତର ହୋଇଥିବା ଜଣାପଡିଛି ।ତେବେ ଦୁର୍ଘଟଣାର ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଏକ ଘଣ୍ଟା କସରତ ପରେ ଗୁରୁତ୍ତର ଅବସ୍ଥାରେ ୫ ଜଣଙ୍କୁ କାର ଭିତରୁ ଉଦ୍ଧାର କରାଯାଇଥିଲା । ଅଗ୍ନିଶମ ବିଭାଗ ଆମ୍ବୁଲାନ୍ସ ଯୋଗେ ବାଲେଶ୍ବର ମୁଖ୍ୟ ଡାକ୍ତର ଖାନାକୁ ପଠାଯାଇଛି ।
Related Posts
ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍ : ୩ ମୃତ, ଜଣେ ଗୁରୁତର
3 March 2021