Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ରାସ୍ତାକଡ଼କୁ ଓଲଟି ପଡିଲା କାର୍, ୫ ଗୁରୁତର

21/07/2020 at 9:03 AM

ସୋର ୨୧।୦୭: ବିଳମ୍ବିତ ରାତରେ ସଡ଼କ ଦୁର୍ଘଟଣା । ବାଲେଶ୍ବର ଜିଲ୍ଲା ବାହାନଗାରୁ ବିଳମ୍ବିତ ରାତିରେ ଏକ କାର ଷଠି ଅଭିମୁଖେ ଯାଉଥିବା ବେଳେ ନୟନଜୋରି ନିକଟରେ  ଓଲଟି ପଡିଥିଲା । ଯାହାଫଳର କାର ଡ୍ରାଇଭର୍ ସମେତ ୫ଜଣ ଗୁରୁତର ହୋଇଥିବା ଜଣାପଡିଛି ।ତେବେ ଦୁର୍ଘଟଣାର  ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଏକ ଘଣ୍ଟା କସରତ ପରେ ଗୁରୁତ୍ତର ଅବସ୍ଥାରେ ୫ ଜଣଙ୍କୁ କାର ଭିତରୁ ଉଦ୍ଧାର କରାଯାଇଥିଲା ।  ଅଗ୍ନିଶମ ବିଭାଗ ଆମ୍ବୁଲାନ୍ସ ଯୋଗେ ବାଲେଶ୍ବର ମୁଖ୍ୟ ଡାକ୍ତର ଖାନାକୁ ପଠାଯାଇଛି ।

   Related Posts