ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା; ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ
22/06/2019 at 6:46 PM

ଢେଙ୍କାନାଳ୨୨|୬: ଢେଙ୍କାନାଳ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଦୁର୍ଘଟଣା ଘଟିଛି । ଦୁଇଟି କାର ମୁହାମୁହିଁ ଧକ୍କା ହୋଇଛି । ଫଳରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଦମ୍ପତ୍ତି ଭୁବନେଶ୍ବର ପାତ୍ରପଡା ଅଂଚଳର ବୋଲି ଜଣାପଡିଛି । ମୃତକ ହେଲେ ପ୍ରତାପ ପଟ୍ଟନାୟକ ଏବଂ ଲୀଳାବତୀ ପଟ୍ଟନାୟକ ।

Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021