Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୯ ବର୍ଷ ପରେ ସେମି ଫାଇନାଲରେ ଭାରତୀୟ ହକି ଦଳ, ବ୍ରିଟେନକୁ ୩-୧ରେ ଦେଲା ମାତ୍
  • ||
  • ରାଜଧାନୀ ଭୁବନେଶ୍ବରରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୦,୧୮୧ ; ଦିନକରେ ୩୧୮ ସଂକ୍ରମିତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଦେଶର ମାନ ବଢାଇଲେ ପିଭି ସିନ୍ଧୁ, ଟୋକିଓ ଅଲିମ୍ପିକ୍ସରେ ଜିତିଲେ ବ୍ରୋଞ୍ଜ ମେଡାଲ
  • ||
  • ଅଗଷ୍ଟ ୫ରୁ ଖୋଲିବ ଭିତରକନିକା ଅଭୟାରଣ୍ୟ : କେବଳ ଦିନରେ ବୁଲି ପାରିବେ ପର୍ଯ୍ୟଟକ, ରାତ୍ରୀଯାପନ ମନା
  • ||
  • ଚାଇନାର ନୂଆ ଚାଲ୍, ୨୦୨୭ ସୁଦ୍ଧା ତିଆରି କରିବ ଅତ୍ୟାଧୁନିକ ସେନା, ୟୁଏସକୁ ଦେବ ଟକ୍କର
  • ||
  • ହାରିବା ପରେ ନିୟନ୍ତ୍ରଣ ହରାଇଲେ ଜୋକୋଭିକ୍, ରାକେଟକୁ ବାଡେଇ ଭାଙ୍ଗିଦେଲେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୪ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୪୩୭ କରୋନା ପଜିଟିଭ୍
  • ||

ଢେଙ୍କାନାଳ କୋରିଆଁ ବାଇପାସ ନିକଟରେ ଦୁର୍ଘଟଣା;ଦୁର୍ଘଟଣାରେ ଜଣେ ମୃତ,୮ ଗୁରୁତର

10/05/2018 at 4:50 AM

ଢେଙ୍କାନାଳ କୋରିଆଁ ବାଇପାସ ନିକଟରେ ୨ଟି କାର ମୁହାଁମୁହିଁ ଧକ୍କା । ଜଣେ ମୃତ, ୮ ଗୁରୁତର । ମୃତକ ହେଲେ ସଦରଥାନା ପଦ୍ମନାଭପୁରର ଶିରିଆ ସାହୁ । ୮ ଜଣ ଗୁରୁତରଙ୍କୁ ଉଦ୍ଧାର ପରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି।

Leave a Reply

   Related Posts