ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକେ ବନ୍ଦ କଲେ ରାସ୍ତା
18/06/2019 at 7:47 PM

ସାନଖେମୁଣ୍ଡି୧୮|୬: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଛକ ନିକଟରେ ରାସ୍ତାଦୁର୍ଘଟଣା।ଜାନିବିଲି ର ୪୮ ବର୍ଷ ଦେବରାଜ ଗୌଡ଼ ରାସ୍ତା କଡରେ ଠିଆ ହୋଇଥିବା ବେଳେ ଦ୍ରୁତ ଗତିରେ ବାଇକ ଆସି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦେବରାଜଙ୍କ ମୃତ୍ୟୁ ହେଲା। ଯାହା ଫଳରେ ଉତ୍ୟକ୍ତ ଲୋକେ ସୋରଡା ଧରାକୋଟ ମୁଖ୍ୟ ରାସ୍ତା ଅବରୋଧ କରିବା ସହ ଯାନବାହନ ଚଳାଚଳ ବନ୍ଦ କରିଥିଲେ।

Related Posts
ଓଭରବ୍ରିଜ୍ ଓ୍ବାଲ୍କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
12 April 2021