Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ନଦୀପଠାରେ ପଡିଛି ମଣିଷ ଖପୁରୀ: ଗୁଣି ଗାରେଡି ସନ୍ଦେହ

29/05/2020 at 10:52 AM

ଜଗତସିଂହପୁର୨୯/୫: ଜଗତସିଂହପୁର ଜିଲ୍ଲା କ୍ରିଷ୍ଣାନନ୍ଦପୁର ଫାଣ୍ଡି ଅନ୍ତର୍ଗତ ପାଇକା ନଦୀ ପଠାରୁ ୪ଟି ମଣିଷ ଖପୁରୀ ପୋଲିସ ଉଧାର  କରିଛି । ତେବେ ଏହି ଖପୁରୀ ଗୁଡିକ କେଉଁଠୁ ଆସିଲା । କିଏ ଏହାକୁ ଆଣି ଏଠାରେ ପକାଇଲା ତାହା ଜଣା ପଡ଼ିନାହିଁ । ଏଥି ସହିତ ଏହା କୌଣସି ମୃତ୍ୟୁ ବରଣ କରିଥିବା ଲୋକର କିମ୍ବା ଜୀବନ୍ତ ଲୋକକୁ ଗୁଣି ଗାରେଡି ଉଦେଶ୍ୟରେ ବଳି ପକା ଯାଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ । ପୋଲିସ  ନିକଟସ୍ଥ ଜଣେ ପୂଜକଙ୍କୁ ଫାଣ୍ଡିକୁ ଡାକି ପଚରା ଉଚରା କରିଥିଲେ ମଧ୍ୟ ତା ଠାରୁ କୌଣସି ତଥ୍ୟ ଜଣା ପଡି ନଥିବାର ଫାଣ୍ଡି ଅଧିକାରୀ କହିଛନ୍ତି ।

   Related Posts