ବିପଦ ସଂକୁଳ ଡେଇଁଲା ଜଳକା ନଦୀ

Published By : Prameya-News7 Bureau | September 21, 2018 IST

ଜଳେଶ୍ବର ୨୧/୯ : ପ୍ରବଳ ବର୍ଷା ଯୋଗୁଁ ଜଳେଶ୍ୱର ଠାରେ ବିପଦ ସଂକୁଳ ଡେଇଁଛି ଜଳକା ନଦୀ | ଜଳେଶ୍ୱର ବସ୍ତା ବ୍ଲକ ମଥାନିଠାରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି | ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ବର୍ତ୍ତମାନ ନଦୀର ଜଳସ୍ତର ୫.୮୦ ମିଟର ରହିଛି | ସେପଟେ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ଡେଇଁଲା ଜଳକା ନଦୀର ଜଳସ୍ଥର ମଧ୍ୟ ବଢି ଚାଲିଛି | ଫଳରେ ତଳିଆ ଅଂଚଳ ଲୋକେ ଆତଙ୍କିତ ଅବସ୍ଥାର ରହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.