ବିପଦ ସଙ୍କେତ ଉପରେ ପ୍ରବାହିତ ହଉଛି ବୈତରଣୀ ନଦୀ

Published By : Prameya-News7 Bureau | July 23, 2018 IST

ବିପଦ ସଙ୍କେତ ଉପରେ ପ୍ରବାହିତ ହଉଛି ବୈତରଣୀ ନଦୀ ଫୁଲୁଛି ବୈତରଣୀ ଘଣ୍ଟା ପ୍ରତି ୪ ମିଲିମିଟର ଜଳସ୍ତର ବଢୁଛି। ଭଦ୍ରକ ଆଖୁଆପଦା ଆନିକଟ ନିକଟରେ ବୈତରଣୀ ନଦୀର ଜଳସ୍ତର ୧୮.୩୦ ଅତିକ୍ରମ କଲେ ବନ୍ୟ ପରିସ୍ଥିତି ସୃଷ୍ଟି ହବ। ପରିସ୍ଥିତିକୁ ନେଇ ସଜାଗ ରହିଛି ପ୍ରସାସନ । ସମସ୍ତ ସରକାରି କର୍ମଚାରିଙ୍କ ଛୁଟି ବାତିଲ କରାଯାଇଛି। ଭଦ୍ରକ ଧାମ ନଗର ଏବଂ ଭଣ୍ଡାରି ପୋଖରିରେ ବୋଟ ପ୍ରସ୍ତୁତ ରଖା ଯାଇଛି। ତଳିଆ ଅଞ୍ଚଳର ଲୋକଙ୍କ ଉପରେ ନଜର ରଖା ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.