Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବିପଦ ସଙ୍କେତ ଉପରେ ପ୍ରବାହିତ ହଉଛି ବୈତରଣୀ ନଦୀ

23/07/2018 at 10:30 AM

ବିପଦ ସଙ୍କେତ ଉପରେ ପ୍ରବାହିତ ହଉଛି ବୈତରଣୀ ନଦୀ
ଫୁଲୁଛି ବୈତରଣୀ ଘଣ୍ଟା ପ୍ରତି ୪ ମିଲିମିଟର ଜଳସ୍ତର ବଢୁଛି। ଭଦ୍ରକ ଆଖୁଆପଦା ଆନିକଟ ନିକଟରେ ବୈତରଣୀ ନଦୀର ଜଳସ୍ତର ୧୮.୩୦ ଅତିକ୍ରମ କଲେ ବନ୍ୟ ପରିସ୍ଥିତି ସୃଷ୍ଟି ହବ। ପରିସ୍ଥିତିକୁ ନେଇ ସଜାଗ ରହିଛି ପ୍ରସାସନ । ସମସ୍ତ ସରକାରି କର୍ମଚାରିଙ୍କ ଛୁଟି ବାତିଲ କରାଯାଇଛି। ଭଦ୍ରକ ଧାମ ନଗର ଏବଂ ଭଣ୍ଡାରି ପୋଖରିରେ ବୋଟ ପ୍ରସ୍ତୁତ ରଖା ଯାଇଛି। ତଳିଆ ଅଞ୍ଚଳର ଲୋକଙ୍କ ଉପରେ ନଜର ରଖା ଯାଇଛି।

   Related Posts