ଜଗତସିଂହପୁରରେ ଡେଙ୍ଗୁରୁ ମୁକ୍ତି ପାଇବା ପାଇଁ ପୂଜାର୍ଚ୍ଚନା
23/08/2018 at 6:22 AM

ଜଗତସିଂହପୁର ୨୩/୮:ଜଗତସିଂହପୁରରେ ଡେଙ୍ଗୁରୁ ତ୍ରାହି ପାଇବାକୁ ଗାଁ ଲୋକେ ଠାକୁରାଣୀଙ୍କ ଉପରେ ଭରସା ରଖିଛନ୍ତି । ପାରମ୍ପରିକ ପୂଜା ପରେ ଶଙ୍ଖ ହୁଳହୁଳି, ହରିବୋଲ ପକାଇ ଗାଁ ମୁଣ୍ଡରେ ପଣାହାଣ୍ଡି ରଖିଛନ୍ତି । ଏପଟେ ଗାଁର ପଚାଶରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହୋଇ କଟକ, ପାରାଦୀପ, ଜଗତସିଂହପୁର ସହ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ତେବେ ଜିଲା ସହକାରୀ ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ପ୍ରତିକାର ବ୍ୟବସ୍ଥା କରାଯାଇଛି ।
Related Posts
ଜୟପୁର ସବ୍ ଜେଲରେ ରେଡ୍, ଏସ୍ପି ଓ ଉପ ଜିଲ୍ଲାପାଳ ସାମିଲ
18 April 2021
ପୋଖରୀରେ ଭାସୁଛି ମୃତଦେହ, କାରଣ ଅସ୍ପଷ୍ଟ
18 April 2021
ଫେରୁଛି ତାତି, ସପ୍ତାହେ ଯାଏଁ ଛଟପଟ କରିବ
18 April 2021