Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

ଦଶହରା ଉପଲକ୍ଷେ ବାଙ୍କୀର ଆରାଧ୍ୟଦେବୀ ମା’ ଚର୍ଚ୍ଚିକାଙ୍କ ପୀଠ ଚଳଚଞ୍ଚଳ

8/10/2019 at 1:31 PM

ବାଙ୍କୀ ୮।୧୦: ଦଶହରା ଅବସରରେ ଚଳଚଞ୍ଚଳ ବାଙ୍କୀର ଆରାଧ୍ୟଦେବୀ ମା’ ଚର୍ଚ୍ଚିକାଙ୍କ ପୀଠ । ସକାଳୁ ମହାନଦୀ ପାଣିରେ ମା’ଙ୍କ ସ୍ନାନ କରି ପୂଜକ ସ୍ବତନ୍ତ୍ର ରୂପରେ ସଜ୍ଜାଇଛନ୍ତି ।

ଚର୍ଚ୍ଚିକାଙ୍କ ପୀଠରେ ପର୍ବ ଗୁଡ଼ିକ ମଧ୍ୟରୁ ଷୋଡ଼ଶ ଉପଚାର ପୂଜା ବେଶ୍ ଗୁରୁତ୍ବ ବହନ କରୁଛି । ପ୍ରତ୍ୟେକ ଦିନ ଅପେକ୍ଷା ଏହି ଦିନ ମା’ଙ୍କର ସ୍ବତନ୍ତ୍ର ପୂଜାପାଠ କରାଯାଇଥାଏ ।

ଭୋରରୁ ମା’ଙ୍କ ସ୍ନାନପରେ ମା’ଙ୍କୁ ରତ୍ନମଣ୍ଡପରେ ନବଶକ୍ତି ପୂଜାପାଠ କରାଯାଇଥାଏ ତାପରେ ଦ୍ବାରପାଳ ପୂଜା ଓ ବଲ୍ଲଭ ପୂଜା କରାଯାଇ ଚଣ୍ଡିପାଠ କରାଯାଏ । ପରେ ମା’ଙ୍କୁ ବିଭିନ୍ନ ସୁସ୍ବାଦୁ ଭୋଗଲାଗି ହୋଇଥାଏ ଏବଂ ସନ୍ଧ୍ୟାରେ ରାମାୟଣ ପାଠ କରାଯିବ ।

   Related Posts