କ୍ୟାନସରୁ ମୁକ୍ତି ପାଇବା ପରେ ପୁଣି ଅଭିନୟକୁ ଫେରିଲେ ରିଷି କାପୁର

Published By : Prameya-News7 Bureau | December 06, 2019 IST

ମୁମ୍ବାଇ୦୬।୧୨ - ବ୍ରେକ ପରେ ପୁଣି ଫିଲ୍ମକୁ ଫେରିଲେ ଭେଟେରାନ ବଲିଉଡ ଆକ୍ଟର  ଋଷି କପୁର। ଆଗାମୀ ଫିଲ୍ମ ଶର୍ମାଜି ନମକିନ ଫିଲ୍ମ ପାଇଁ ସାଇନ କରିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ବ୍ରେକ ନେଇଥିଲେ ଋଷି କପୁର ।

ଏହି ଫିଲ୍ମରେ ଋଷିଙ୍କ ସହିତ ସ୍କ୍ରିନ ସେୟାର କରିବେ  ଜୁହି ଚାୱଲା । ପୂର୍ବରୁ ଜୁହି -ଋଷି କପୁର  ବୋଲ ରାଧା ବୋଲ, ଇନା ମିନା ଡିକା, ସାଜନ କା ଘର ପରି ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.