Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କ୍ୟାନସରୁ ମୁକ୍ତି ପାଇବା ପରେ ପୁଣି ଅଭିନୟକୁ ଫେରିଲେ ରିଷି କାପୁର

6/12/2019 at 10:20 PM

ମୁମ୍ବାଇ୦୬।୧୨ – ବ୍ରେକ ପରେ ପୁଣି ଫିଲ୍ମକୁ ଫେରିଲେ ଭେଟେରାନ ବଲିଉଡ ଆକ୍ଟର  ଋଷି କପୁର। ଆଗାମୀ ଫିଲ୍ମ ଶର୍ମାଜି ନମକିନ ଫିଲ୍ମ ପାଇଁ ସାଇନ କରିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ବ୍ରେକ ନେଇଥିଲେ ଋଷି କପୁର ।

ଏହି ଫିଲ୍ମରେ ଋଷିଙ୍କ ସହିତ ସ୍କ୍ରିନ ସେୟାର କରିବେ  ଜୁହି ଚାୱଲା । ପୂର୍ବରୁ ଜୁହି -ଋଷି କପୁର  ବୋଲ ରାଧା ବୋଲ, ଇନା ମିନା ଡିକା, ସାଜନ କା ଘର ପରି ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି।

   Related Posts