ଲାଞ୍ଚ ନେଇ ଧରାପଡିଲେ ଆରଆଇ, ଜମିପଟ୍ଟା ପାଇଁ ନେଉଥିଲେ ୧୦ ହଜାର ଟଙ୍କା
15/11/2019 at 3:53 PM

କଟକ ୧୫।୧୧: ଲାଞ୍ଚ ନେଇ ଧରାପଡିଲେ ଆରଆଇ । କଟକ ସଦର ବ୍ଲକ୍ ଖଣ୍ଡାଇତ ସର୍କଲ ଆରଆଇ ଜ୍ଞାନ ରଞ୍ଜନ ମଲ୍ଲିକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜମିପଟା ପାଇଁ ସୁଧିର ଚରଣ ଦଳାଇଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021