Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଲକଡାଉନ ସମୟରେ ସୁଶାନ୍ତ ସିଂହଙ୍କ ସହିତ ରହୁଥିଲେ ରିୟା ଚକ୍ରବର୍ତ୍ତୀ ! ରିୟାଙ୍କ ବୟାନ ରେକର୍ଡ କରିବ ପୋଲିସ

15/06/2020 at 10:46 AM

ମୁମ୍ବାଇ ୧୫/୦୬ : ସୁଶାନ୍ତ ସିଂହ ରାଜପୁତ ରିୟା ଚକ୍ରବର୍ତ୍ତୀଙ୍କୁ ଡେଟ କରୁଥିବା ଗୁଜବ ସୃଷ୍ଟି ହୋଇଥିଲା | ଏ ସମ୍ପର୍କରେ ରିୟା ଚକତରବର୍ତ୍ତୀଙ୍କୁ ପଚରାଯିବାରୁ ସେ କହିଥିଲେ ଉଭୟ ବହୁତ ଭଲ ସାଙ୍ଗ | ତାଙ୍କ ସମ୍ପର୍କକୁ ନେଇ ସେ କିଛି ସ୍ପଷ୍ଟ କରିନଥିଲେ | ତେବେ ଲକଡାଉନ ମଧ୍ୟରେ ରିୟା ସୁଶାନ୍ତ ସିଂହଙ୍କ ସହିତ ରହୁଥିବା ଶୁଣିବାକୁ ମିଳିଛି | ବର୍ତ୍ତମାନ ମୁମ୍ବାଇ ପୋଲିସ ଅଭିନେତ୍ରୀଙ୍କୁ ପଚରାଉଚୁରା କରିବ |

   Related Posts