Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

କରୋନା ସଂକ୍ରମିତ ବ୍ରାଜିଲର ରାଷ୍ଟ୍ରପତିଙ୍କୁ କାମୁଡ଼ିଲା ପକ୍ଷୀ : ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଫଟୋ

16/07/2020 at 3:40 PM

ନିକଟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ରାଜିଲର ରାଷ୍ଟ୍ରପତି ଜୈର ବୋଲ୍ସୋନାରୋ ଏମୁ ଭଳି ଦେଖାଯାଉଥିବା ରିୟା ପକ୍ଷୀଙ୍କୁ ଚାରା ଖାଇବାକୁ ଦେଉଥିବାବେଳେ ଗୋଟିଏ ପକ୍ଷୀ ତାଙ୍କ ହାତକୁ କାମୁଡ଼ି ଦେଇଛି। ସେ କ୍ବାରେଣ୍ଟାଇନରେ ପକ୍ଷୀଙ୍କୁ ଖାଇବାକୁ ଦେଉଥିଲେ।

ରାଷ୍ଟ୍ରପତି ଭବନରେ ହିଁ କ୍ବାରେଣ୍ଟାଇନ୍ ଥିବା ଜୈର ବୋଲସୋନାରୋ ସୋମବାର କିଛି ପକ୍ଷୀଙ୍କୁ ଚାରା ଖୁଆଇବାର ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ସେ ଯେତେବେଳେ ଏକ ପକ୍ଷୀକୁ ଚାରା ଦେବାପାଇଁ ହାତ ବଢ଼ାଇଥିଲେ ସେତେବେଳେ ଏହି ପକ୍ଷୀ ଜୋରରେ ତାଙ୍କ ହାତକୁ ଖୁମ୍ପି ଦେଇଥିଲା।

ରାଷ୍ଟ୍ରପତି ଜୈର ବୋଲ୍ସୋନାରୋଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

 ରାଷ୍ଟ୍ରପତି ଜୈର ବୋଲ୍ସୋନାରୋ ଦ୍ବିତୀୟ ଥର କରୋନା ପଜିଟିଭ ବୋଲି ଜଣା ପଡ଼ିଛନ୍ତି।


   Related Posts