ଆର୍ଜିଏଚ୍ରେ ବଢିଲା ରୋଗୀ ଶଯ୍ୟା ସଂଖ୍ୟା
28/10/2019 at 8:36 PM

ରାଉରକେଲା ୨୮।୧୦ – ଆର୍ଜିଏଚ୍ରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏଠାରେ ୪୦ଟି ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି ।
ପୂର୍ବରୁ ଏଠାରେ ରୋଗୀଙ୍କ ଶଯ୍ୟା ସଂଖ୍ୟା ୧୮୦ ଥିଲା । ଏବେ ଏହା ବୃଦ୍ଧି ପାଇ ୨୨୦ରେ ପହଞ୍ଚିବ ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021